• Download Dailyhunt App

Sign UP / Sign In



 

Category


Jala ( ଜାଲ )

Author: ସ୍ୱପ୍ନା ମିଶ୍ର

Oriya

60 ( 30% off)
42

  • My Rating


  • Review Title


  • Review Comment



To read this book you need to Download the Dailyhunt App on your phone. Available in Android, Windows & Iphone

ଜାଲକୁ କେମିତି ବା କହିବ ଜାଲ ବୋଲି? ଡର ମାଡ଼ୁଚି । ଏ ଜାଲ ଅହର୍ନିଶି ଜଉମୁଦ ଭିତରେ ରଖିଲା ଭଳିଆ ରଖି ଦେଇଚାଲିଚି ଆମକୁ । ଆକାଶରେ ତରା ଥିଲେ ବି ଦୃଶ ନାଇଁ, ଗଛରେ ଢେପାଢେପା ଫଳ ଫଳିଥିଲେ କି ଫୁଲ ଫୁଟିଥିଲେ ବି ଦୃଶ ନାହିଁ । ଆଗରେ ମକରନ୍ଦ ଭଳି ଜଳ ବହିଯାଉଥିଲେ ବି କାନକୁ ପ୍ରତେ ନାହିଁ କି ସେଥକୁ ଆମେ ଭାଜନ ହେଲା ଭଳି ଲାହଲ କୁଲେଇ ହେଉନାହିଁ । ଏସବୁର ଗୋଟିଏ କାରଣ ଆମର ଆଶାଗୁଡ଼ା ସଜ, ହେଲେ ସେଇ ପୁରୁଣା ପୃଥିବୀ । ସେଇ ପୁରୁଣା ପୃଥିବୀରୁ ସବୁକିଛି ଘିଚିଟାନି ଖାଇଯିବାର ଲୋଭ ଆମ ଭିତରେ ଏତେ ଯେ ଜାଲକୁ ଜାଲ ବୋଲି କହିବାର ଦମ୍ଭ କି ଫୁଟାଣି ଟିକକ ବି ମୋର ନାହିଁ । ହେଲେ ସତ କହିବାକୁ ଗଲେ ଏ ଜାଲ ଭିତରେ ମୁଁ ଅଛି, ସେ ଅଛି, ଆପଣ ଅଛନ୍ତି, ଆମେ ସମସ୍ତେ ଅଛେ । କାହିଁକି ଏମିତି ହେଲା? କାହିଁକି ଏମିତି ହୁଏ? ଏ ପ୍ରଶ୍ନ ଆମେ ନିଜକୁ ନିଜେ ପଚାରିବା ନାହିଁ କି ଜାଲକୁ ଜାଲ ବୋଲି କହିପାରିବା ନାହିଁ । କାହିଁକି କହିପାରିବା ନାହିଁ, ତା’ର ଉତ୍ତର ହୁଏତ ମିଳିଯିବ ‘ଜାଲ’ ଉପନ୍ୟାସରେ ।

  • Release Date:
  • Book Size: 1 MB
  • Language: Oriya
  • Category: Novel

    Be the first to rate




Top

If you want to read ebooks please download our app in your favorite mobile